English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଲହଡ଼ି
10 poems
ଶେଷ ବିଦାୟ
Sriman Bapu · 1 min read · 61 reads
ପ୍ରଶ୍ନ ତା'ର ହତାଶାର ଧ୍ୱନିସହ ମିଳାଇ ଯାଏ , ପୁଣି ଲହଡ଼ି ହୋଇ କୂଳକୁ ଫେରିଆସି ପିଟିହୋଇ ଦ୍ୱିଗୁଣିତ କରେ ଦ୍ୱନ୍ଦସବୁକୁ ।
Romance
ସ୍ମୃତି
Tankadhar Majhi · 1 min read · 188 reads
ସ୍ମୃତି
Inspirational
ସମୁଦ୍ର ବକ୍ଷରେ କବିତାର ଲହଡ଼ି
Sandeep Kumar Mishra · 1 min read · 404 reads
ଗୋଳା ବାରୁଦ କିମ୍ଵା ହାତ ହତିଆର ହେବନାହିଁ ଆଉ ଲୋଡ଼ା ଲହୁ ବୁହାଇବା ପାଇଁ
Others
ପ୍ରତ୍ୟାଶା
Bijay Prusty · 1 min read · 110 reads
କାନେ ମୋ ପଡିଲା କ୍ଷୀଣ ସ୍ୱର ତାର କହୁଥିଲା ଥିରି ଥିରି ମୋ ଭିତରେ ଅଛି ଦୁର୍ମୂଲ୍ୟ ମୁକୁତା ନିଅ ମୋର ଛାତିଚିରି I ମୁକୁତା ମୋହର ଲୋଡା ନାହିଁ ବୋଲି କହିଲି ମୁଁ ହସି ହସି ତୋ ପେଟ ଭିତରେ ମୁକ୍ତା ରହିଥାଉ ସେଇଥିରେ ମୋର ଖୁସି I
Inspirational
ତୁ ଓ ମୁଁ
Chinmaya Kumar Nayak · 1 min read · 242 reads
ତୁ ଏମିତି ଲହଡ଼ି ଭାଙ୍ଗୁଥା ମୋ ପ୍ରଶସ୍ତ ପ୍ରେମର ତୃଷାର୍ତ୍ତ ବକ୍ଷରେ, ମୁଁ ସେମିତି ଭିଜୁଥାଏଁ ପ୍ରଗାଢ଼ ତୋ ଆଲିଙ୍ଗନ ତୃପ୍ତ ଚୁମ୍ବନରେ
Romance
#ସୀତାରୋଁ_ମେଁ_ଲେ_ଚଲୁଁ..!
Goutam Mohanty · 2 min read · 153 reads
ବିଦାୟ ମୋର ଅନ୍ତରଙ୍ଗ ସମୁଦ୍ରକୂଳ... ବିଦାୟ ହେ ମୋର ପ୍ରିୟ ଲହଡ଼ି... ମିଛ ସାକ୍ଷୀଟିଏ ପରି ଏବେ ମୋତେ ତୁମେ ଭୁଲିଯାଅ ଆଉ କେବେ ଗାଇବନାହିଁ ସେ ଗୀତ
Romance
Loading…
Next page →