by Bijay Prusty ✓ · 15 Apr 2021
କାନେ ମୋ ପଡିଲା କ୍ଷୀଣ ସ୍ୱର ତାର କହୁଥିଲା ଥିରି ଥିରି ମୋ ଭିତରେ ଅଛି ଦୁର୍ମୂଲ୍ୟ ମୁକୁତା ନିଅ ମୋର ଛାତିଚିରି I ମୁକୁତା ମୋହର ଲୋଡା ନାହିଁ ବୋଲି କହିଲି ମୁଁ ହସି ହସି ତୋ ପେଟ ଭିତରେ ମୁକ୍ତା ରହିଥାଉ ସେଇଥିରେ ମୋର ଖୁସି I
Loading comments…
Comments
Loading comments…