English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଲୋଭ-ମୋହ
282 poems
କେବେ ହେବ ନାହିଁ ଅନ୍ୟଥା
Niranjan Sahu · 1 min read · 99 reads
ଲୋଭ ମୋହ ମାୟା ସ୍ଥାନ ନାହିଁ ସେଠି ଧନ ଜନ ମନ ଲୋଡା ନାହିଁ କିଛି ଧନୀ ଓ ଗରିବ ସମସ୍ତେ ସମାନ ଶେଷ ଠିକଣା ସମସ୍ତଙ୍କ ଅଛି ।
Inspirational
କରୁଣା ଟିକିଏ ରଖ
Gangotri Priyadarshini · 1 min read · 136 reads
ଲୋଭ ମୋହ ମାୟା ବନ୍ଧନୁ ମୁକତି ହେଉ ମୋର ଏ ଜୀବନ ଥାଉ କି ନ ଥାଉ ମାେ ପାଖରେ କିଛି ହୃଦୟେ ମୋହର ସର୍ବଦା ଥାଉ ଭକତି ।।
Inspirational
ଦୂର ସୁନ୍ଦର
KRUTIBAS NAYAK · 1 min read · 91 reads
ଦୂରେଥାଇ ମେଘ ବରଷଇ ବୋଲି ଚାରିଆଡ଼େ ବୁଣିହୁଏ, ଦୂରଦେଶ ଖାଲି କଳ୍ପନା ବିଳାସ ଆମଦେଶ ପରି ନୁହେଁ | ଦୂରେଇ ରହିଲେ ହିଂସ୍ର ଜୀବଜନ୍ତୁ କ୍ଷତି କରିପାରେ ନାହିଁ, ଦୁରତା ନଥିଲେ ଲୋଭ ମୋହଠାରୁ ପାପ ରହିଥିବ ଚାହିଁ |
Inspirational
ଭଡାଘର
Nibedita Mishra · 1 min read · 2.4K reads
ସେବେ ପର୍ଯ୍ଯନ୍ତ ରହେ ଶରୀର ର ଏଇ ଭଡା ଘରେ ଜୀବନ ଯେ ପର୍ଯ୍ଯନ୍ତ ଦେଇ ଚାଲିଥାଏ ସେ ବୟସ ର କଡା ପାଉଣା। ସରିଗଲେ ବୟସ ର କିସ୍ତି ସମୂହ ଖୋଜେ ଜୀବନ ନୁଆ ଘର ଏକ ଭଡା ଘର ଶରୀର ଛାଡି ଜୀବନ ଆବୋରେ ଅନ୍ଯ ଶରୀର।
Abstract
ନଶ୍ୱର ଶରୀର
jyotsna mayee panda · 1 min read · 206 reads
ଚିରନିଦ୍ରାରେ ଶୋଇଗଲା ପରେ ଆଉ ନ ଥାଏ ସମ୍ପର୍କର ମୋହ ଖାଲି ରହିଯାଏ ଆତ୍ମୀୟଙ୍କ କୋହ ନ ଥାଏ ସମ୍ପର୍କର ଲୋଭ କି ନ ଥାଏ ଐଶ୍ୱର୍ଯ୍ୟର ମୋହ
Tragedy
ଶରୀର
pawan mohakul · 1 min read · 205 reads
ଲୋଭ ମୋହ ମାୟା ପାଖେ ଆସିବନି ସବୁ ଦୂରରେ ରହିବେ ଜୀବନଟା ନିଶ୍ଚେ ସୁଖରେ କଟିବ ବୁଝିବା ଲୋକ ହିଁ ବୁଝିବେ
Inspirational
Loading…
Next page →