StoryMirror - Read, Write, Share & Repeat- ମହା ଗୌରୀjyotsna mayee panda · 1 min read · 130 readsବୃଷଭ ବାହନୀ ମା...
ତ୍ରିଶୂଳ, ଡ଼ମ୍ବୁରୁ ଧାରିଣୀ,,,,
ପାର୍ବତୀ ଯୋଗମୁଦ୍ରା ତୁ,,,
ହରିଦ୍ୱାରେ ନିବାସିନୀ,,,,
କାଳରାତ୍ରି ରୁପ ରେ ତୁମେ,,,,
ମହାକାଳୀ ବୋଲାଇଲ,,,,
ବ୍ରହ୍ମା ବରେ ମାନସରୋବରେ..
ସ୍ନାନ ଯେ କଲ ,,,,,Classics
- ହେ ମା ଦଶଭୁଜାPrabhati Mahapatra · 1 min read · 149 readsଯେତେ ଦେବତାଙ୍କୁ ଡାକିଲି ମୁହିଁ
ସଭିଏଁ ନେଲେ ଲୋ ମୁହଁ ଫେରାଇTragedy
- ହେ ମାଆ ଶିବାନୀPrabhati Mahapatra · 1 min read · 207 readsସାରା ଜଗତକୁ ଦୁଷ୍ପ୍ରାପ୍ୟ ଦୁର୍ଲ୍ଲଭ
ତୋହରି କରୁଣା ବାରି
ଅଭେଦ ଅଭିନ୍ନ ତୋର ସ୍ଥିତି ସ୍ଥାନ
ରବି ରଶ୍ମି ଆସେ ଫେରି ।Inspirational
- ମାଆ ତୁମ ଆଗମନେPranati Mahapatra · 1 min read · 267 readsକୈଳାସ ନନ୍ଦିନୀ ତ୍ରିଶୁଳ ଧାରିଣୀ
ଶୈଳପୁତ୍ରୀ ମା ଜଗଜ୍ଜନନୀ,
କୃପାମୟୀ ମାଆ ଶକ୍ତି ସ୍ଵରୁପିଣୀ
ଦୂରିତ ନାଶିନୀ ଗିରିନନ୍ଦିନୀ,
ମନ୍ଦାର ମାଳକୁ ଭକ୍ତ ଧରି ହସ୍ତେ
ପୂଜିବାକୁ ସେହି କ୍ଷଣେ।
ମାଆ ତୁମ ଆଗମନେClassics
- ପବିତ୍ର ପାର୍ବଣ ପୂଜାଦିବସ ଅବସରରେAkankshyamayee Dash · 1 min read · 1.5K readsଉଦାସ ହେଲେ ଧରଣୀ ମାତା , ବରଷେ ଯିବା କଟି ।
ବିଶ୍ୱାସ ରଖି ସଭିଏ ଏବେ ଖୁସି ରେ ଯାନ୍ତି ଲୋଟି ଦୁର୍ଗାClassics
- ଆସ ମାଆBharatabandhu Biswal · 1 min read · 221 readsପବିତ୍ର ସଙ୍କଳ୍ପ ଶୁଦ୍ଧ ପରିବେଶ
କଲ୍ୟାଣ ମହତ କର୍ମେ
ଜନ ମନେ ହେଉ ଜାଗରଣ ସ୍ୱସ୍ତି
ନମସ୍ତସୈClassics