by jyotsna mayee panda ✓ · 14 Jul 2021
ବୃଷଭ ବାହନୀ ମା... ତ୍ରିଶୂଳ, ଡ଼ମ୍ବୁରୁ ଧାରିଣୀ,,,, ପାର୍ବତୀ ଯୋଗମୁଦ୍ରା ତୁ,,, ହରିଦ୍ୱାରେ ନିବାସିନୀ,,,, କାଳରାତ୍ରି ରୁପ ରେ ତୁମେ,,,, ମହାକାଳୀ ବୋଲାଇଲ,,,, ବ୍ରହ୍ମା ବରେ ମାନସରୋବରେ.. ସ୍ନାନ ଯେ କଲ ,,,,,
Loading comments…
Loading comments…