StoryMirror - Read, Write, Share & Repeat- ବେଡିAnasuya Panda · 1 min read · 143 readsକାରଣ, ସେ ଝିଅଟି ଏ, ନାରୀ ଟି ଏ,
ଏ ବେଡି ତା ପାଦ ରେ କାଲି ବି ଥିଲା,
ଆଜିବି ଅଛି, ଆଉ ରହିଥିବ, ତା ଇଛା ବିରୁଦ୍ଧରେ lOthers
ନିଃସଙ୍ଗ ଅପରାହ୍ନ
ନିଃସଙ୍ଗ ଅପରାହ୍ନBinay Mohapatra · 1 min read · 6.6K readsତୁମେ ନାହଁ, ଏଇ ଘରେଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ,ସବୁଆଡ ଫୁଙ୍ଗୁଳା ଫୁଙ୍ଗୁଳା,ଶୁନ୍ ଶାନ୍ ନିଛାଟିଆ ଲାଗେ ।ତମେ ସିନା ନାହଁ, ବାକି ତ ସମସ୍ତେ ଅଛନ୍ତିତୁମ ଛଡା ସବୁ କିଛି ଠିକ୍ ଠାକ୍ ଅଛି,ହେଲେ, ତଥାପି କାହିଁକି,ଏଠି ଏତେ ନିଛାଟିଆ ଲାଗେ ?Abstract