English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶେଷପ୍ରାଣ
539 poems
ପ୍ରେମର ପ୍ରତିଶବ୍ଦ - ୩
Padarbinda Rath · 1 min read · 1.3K reads
ସ୍ମୃତିର ପ୍ରତିଟି ଆଳାପରେ ମନ ଲୋଡ଼େ ଦୁଃଖରୁ ଲାଘବ କେତେବେଳେ ସମୟର କରାଳଚକ୍ର ରେଖା ତଳେ ଚାପି ହୋଇଯାଏ ତ କେତେବେଳେ ତା ହାତ ଧରେ ବିଲୁପ୍ତ ଦୁଃଖର ସାଗର
Others
ଥୁଣ୍ଟା ଗଛ
Narendra Sahu · 1 min read · 1.8K reads
ଥୁଣ୍ଟା ଜୀବଟିଏ,ଥୁଣ୍ଟା ମୋ ଜୀବନ ବୃଦ୍ଧ ବୟସ କି ବୃଦ୍ଧ ଜନ ଯୁବ କାଳେ ସର୍ବସ୍ୱ ଦେଇ ହତାଦର ଆଜି ମୁହିଁ ଆଶା ଅଛି ଭରସା ନାହିଁ।
Others
ଶେଷ ଚିଠି ! ଶେଷ କବିତା !
Ram Prasad Bisoi · 1 min read · 7K reads
ଶେଷ ଚିଠି ! ଶେଷ କବିତା !
Others
ହେ ବିଶ୍ୱ ପ୍ରାଣ
ଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.8K reads
ଆସୁରିକ ବଳ ସହ ଲଢ଼ି ଲଭେ ମୁଁ ବିଜୟ ହେ ଜଗତ ଜୀବନ ନୀଳାଦ୍ରୀନାଥ ମାଗୁଛି ଏତିକି ତୁମ ପଦେ କରି ମଥାନତ ।
Classics
ଅନ୍ତିମ ଦର୍ଶନ
Priyabrata Mohanty · 1 min read · 273 reads
ସମସ୍ତ ପରିଜନ ଥାଇ ମଧ୍ୟ ମିଳୁନାହିଁ ଶେଷ ଦର୍ଶନ ଶେଷ ସ୍ପର୍ଶ କେହି ଆସୁନାହାନ୍ତି ମଶାଣି ଯାଏ ଫୁଲ,ଚନ୍ଦନ କାଠ,ଗୁଆଘିଅ ଅଲୋଡ଼ା ଆଜି କେହି ଶୁଣୁନାହାନ୍ତି ଆତ୍ମୀୟଙ୍କ ଆକୁଳ କ୍ରନ୍ଦନ ସତରେ କେଡେ ଅସହାୟ ଆମେ ଆଜି ।
Tragedy
ବନସ୍ତେ ଡାକିଲା ଗଜ
Pranati Panda · 1 min read · 130 reads
ବନସ୍ତେ ଡାକିଲା ଗଜ
Abstract
Loading…
Next page →