English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶ୍ରମଝାଳ
90 poems
ବାପା
Preeti Padma · 1 min read · 385 reads
ନା ହୁଏ ନିଦ ନା ଭୋକ ରୁହନ୍ତି ସେ ଅନଶନ କିନ୍ତୁ ସୁନ୍ଦର କରି ଗଢ଼ନ୍ତି ତାଙ୍କ ପୁଅର ଜୀବନ ମୁଣ୍ଡର ଝାଳ ତୁଣ୍ଡରେ ପୋଛି ପଢ଼ାନ୍ତି କରି ଶ୍ରମ ଭଲ ପାଠ ପଢିକି ରଖିବା ଆମେ ତାଙ୍କରି ନାମ
Tragedy
ଭ୍ରମଣ
Bharatabandhu Biswal · 1 min read · 341 reads
ସ୍ୱେଦ ଗ୍ରନ୍ଥି ଦେଇ ନିର୍ଗତ ହୋଇଲେ ବର୍ଜ୍ୟ ଦ୍ରବ ଶ୍ରମ ଝାଳ ବିଶୁଦ୍ଧ ହୁଅଇ ଶରୀରରେ ରକ୍ତ ଅଙ୍ଗପ୍ରତ୍ୟଙ୍ଗ ସୁଦୃଢ଼ ।
Inspirational
ମାଆ ପାଇଁ ପଦେ
Subhashree Acharya · 1 min read · 321 reads
ତୋ ପଣତ କାନି ଶ୍ରମ ଝାଳ ଠାରୁ ଆଖି ଲୁହ ଯାଏ ସବୁ କିଛି ପୋଛି ନିଏ ତୋର ମିଠା ମିଠା ପଦିଏ କଥାରେ ସବୁ ଦୁଃଖ ଭୁଲି ଯାଏ ।
Inspirational
ବୁନ୍ଦାଏ ଝାଳ
Prabhati Mahapatra · 1 min read · 252 reads
ତୋ ଶ୍ରମ ଦାନେ ତୋ ଅନୁଦାନେ ସଂସାର କ୍ଷୁଧା ଲିଭେ ମା'ଟି ତାର ସନ୍ତାନ ପାଇଁ ତୋ କଥା ନିତି ଭାବେ ବୁହାଇ ଝାଳ ଖାଇ ପଖାଳ ରଖିଲୁ ଶ୍ରମ ଦେଇ । ଶ୍ରମିକ ଭାଇ.....
Tragedy
ଭିଜା ମାଟି
Samar Ballav Bhoi · 1 min read · 304 reads
ଭିଜା ମାଟି
Abstract
ମା କାନ ଧରା
ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 6.9K reads
ଖରା ବେଳେ ଝାଳ ହେଲେ, ଝାଳ ପୋଛେ, ଛୋଟ ରୁମାଲରେ ରୁମାଲ କି ସରି ହେବ ମା ପଣତ ସାଥିରେ...!
Others
Loading…
Next page →