StoryMirror - Read, Write, Share & Repeat- ମଦନ ମୋହନ ପ୍ରିୟାPranati Panda · 1 min read · 204 readsପବିତ୍ର ସ୍ଵିକାରେ ସେ' ରାଈ ପରିକଳ୍ପେ ରାସ ରଚଇ ,
ନବାମ୍ବର ପିନ୍ଧି ଶୋଭଇ ନମସିତ ମୁଦ୍ରାରେ ରାଈ ।।
କହ୍ନେଇ କରସି ଭିଆଣ ପଦେ ନୂପୁର ରୁଣଝୁଣ ,
ଉଭା ହୋଇଲେ ତତକ୍ଷଣ ଚନ୍ଦ୍ରବଦନ ରାଧା ପ୍ରାଣ ।।Classics
- ଶ୍ରୀ ସାକ୍ଷୀଗୋପାଳକୃଷ୍ଣ ପ୍ରିୟା ମହାପାତ୍ର · 2 min read · 167 readsଅଁଳାନବମୀ ଦିନ ଓଡ଼ି଼ଆଣୀ ବେଶେ
ପିନ୍ଧନ୍ତି ବସନ ରାଇ କାଛେଣୀ ମାରି ସେ।
ଏହି ଦିବସରେ କରି ଶ୍ରୀପାଦ ଦClassics
- ପ୍ରଭୁ ପ୍ରୀତିSuresh chandra Padhy · 1 min read · 332 readsପ୍ରଭୁ ପ୍ରୀତିInspirational
- ରାଧା କିଏ?Kulamani Sarangi · 1 min read · 6.6K readsରାଧା କିଏ? ............... ଗମ୍ଭୀର ମୁଦ୍ରାରେ ବସିଥିଲେ ବେଣୁପାଣି, ରାଧା କିଏ ବୋଲି ପଚାରି ଦେଲେ ରୃକ୍ମିଣୀ। ହସିଦେଲେ ଚକ୍ରଧାରୀ, କହିଲେ ରାଧିକା ନୁହେଁ କେଉଁ ନାରୀ ଅବା କେଉଁ ଅପସରୀ। ନାହିଁ ସ୍ଥିତି ନାହିଁ ଲୟ, ରାଧା ଖାଲି ଏକ ଅନୁଭବ ଯାହା ଅପୂର୍ବ ଅତୁଳନୀୟ। ପଦ୍ମ ସୁଗନ୍ଧରେ, ଚନ୍ଦ୍ରର ଶୀତଳତାରେ, ରହିଅଛି ରାଧା ଲବଣୀ କୋମଳତାରେ। ବିରହ ଭିତରେ ଯେଉଁ ମଧୁରତା, ସତ୍ୟ,ଶାନ୍ତି,କ୍ଷମା ଆଉ ସହିଷ୍ନୁତା ସେମାନେ ରାଧାର ଅଂଶ, ମୁନି ରୃଷି କଂଠ ପବିତ୍ର ଓଁକାରେ ରାଧିକା କରେ ନିବାସ। ପବିତ୍ର ହୋମର ଅଗ୍ନି ସୁଗନ୍ଧରେ, ମୋ ରାଧିକା ବାସକରେ, ରାଧାଥାଏ କୃଷ୍ମସାର ଚପଳତା, ନୀଳକଇଁ ଅପେକ୍ଷାରେ। ସଂଗୀତ ରାଗିଣୀ,ମଧୁ ବଂଶୀ ସ୍ବରେ ଲୁଚିଅଛି ରାଧାଭାବ, ଅନନ୍ତ ଆକାଶ ଗମ୍ଭୀରତା ମଧ୍ୟେ ହୁଏ ରାଧା ଅନୁଭବ। ସମୁଦ୍ରର ଅଭିମାନ,ହିମାଳୟ ଉପତ୍ୟକା ନିର୍ଜନତା, ତା ଭିତରେ ଲୁଚି ରହିଅଛି ପରା ରାଧିକାର ମହାନତା।
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡାOthers
- ପ୍ରେମମୟୀ ରାଧାKulamani Sarangi · 1 min read · 7.3K readsପ୍ରେମମୟୀ ରାଧା Others
- ଶ୍ରୀ ରାମSuresh chandra Padhy · 1 min read · 1.1K readsଶ୍ରୀ ରାମ ଜୟ
ଚାଲି ଗଲେ ଦଶରଥ ନେଇ ରାମ ନାମ
ମରିଲା ରାବଣ କହି ରାମଙ୍କର ନାମ(୫Others
Loading…