Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଶ୍ରୀଫଳ
8 poems
କାଳିଆ ସାଆନ୍ତ (ଭାଗ ୪୨)
Manas Ranjan Pattanayak · 1 min read · 127 reads
ଗରୁଡ ସ୍ତମ୍ବ ପଛରେ ଗୋସେଇଁ ରହିଲେ ମହାଭୂଜ ଲମ୍ବିଆସି ନଡିଆକୁ ନେଲେ
Others
ମୋ ବାପା
Bijay Prusty · 1 min read · 216 reads
ଟିକିଏ କଥାରେ କାନ୍ଦିଦିଏ ବୋଉ ଝରାଏ ଦିଟୋପା ଲୁହ ଦୁଃଖକଷ୍ଚ ବେଳେ ବାପାଙ୍କ ଆଖିରେ ଲୁହ କେ ଦେଖିଛ କୁହ I
Others
ଅନୁତାପ
Bandana Dairy · 1 min read · 403 reads
ଭାବିଲି ଖରାପ ବୋଲି ହୋଇଲି ଏପରି , ଜାଣିବାକୁ ତୁମକୁ ବିଳମ୍ବରେ ପାଇଲି|
Tragedy
ତୁମ ପାଇଁ ଦିନ ଟିଏ
Bijaya Kumar Swain · 1 min read · 96 reads
ଭକତ ଦାସିଆ ଭକତି ଭାବରେ ବଢାଇ ଦେଲା ଶ୍ରୀ ଫଳ କୁ ଭାବେ ବନ୍ଧା ବୋଲି ଭାବଗ୍ରାହୀ ତୁମେ ନେଲ ବଢାଇ ଶ୍ରୀ ଭୁଜ କୁ। ବିବାହ କି ବ୍ରତ ଯେତେ ଶୁଭ କାର୍ଯ୍ୟ ଲୋଡା ହୋଇଥାଏ ତୁମର ଶୁଭ ଅନୁକୂଳ ତୁମ ଯୋଗୁଁ ହୁଏ ସବୁଠିଁ ତୁମର ଆଦର।
Others
ଲବଙ୍ଗଲତା
Bharatabandhu Biswal · 1 min read · 180 reads
ସଂସାରର ମୂଳ ଶକତି ଆଧାର ଭାବ ବନ୍ଧନର ଡୋର ସୁରକ୍ଷା କବଚ ଥିଲେ ମଜବୁତ ଶ୍ରୀଫଳ ସମ୍ଭବପର ଛାତିକୁ କରି ପଥର
Romance
ଟିକିଏ ବତେଇ ଦିଅ
Pranati Mahapatra · 1 min read · 199 reads
ଶ୍ରୀଫଳ ନେଉଛ ପ୍ରସାଦ ଦେଉଛ କରୁଣା ବର୍ଷି ଦେଉଛ, ଶାପମୁକ୍ତ ପୁଣି ସୁନ୍ଦରୀ ରୂପେ କେ କୃତ୍ୟକୃତ୍ୟ କରୁଛ,
Inspirational
Loading…
Next page →