by Bijaya Kumar Swain ✓ · 3 Sept 2021
ଭକତ ଦାସିଆ ଭକତି ଭାବରେ ବଢାଇ ଦେଲା ଶ୍ରୀ ଫଳ କୁ ଭାବେ ବନ୍ଧା ବୋଲି ଭାବଗ୍ରାହୀ ତୁମେ ନେଲ ବଢାଇ ଶ୍ରୀ ଭୁଜ କୁ। ବିବାହ କି ବ୍ରତ ଯେତେ ଶୁଭ କାର୍ଯ୍ୟ ଲୋଡା ହୋଇଥାଏ ତୁମର ଶୁଭ ଅନୁକୂଳ ତୁମ ଯୋଗୁଁ ହୁଏ ସବୁଠିଁ ତୁମର ଆଦର।
Loading comments…
Loading comments…