English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶ୍ରୀରାଧା
12 poems
ଏ ଯୁଗର ନାରୀ
Bikesh Sahu · 1 min read · 6.7K reads
ନୁହେଁ ମୁଁ ଶ୍ରୀରାଧା ପ୍ରୀତି କରି ମୋତେ ଭାଙ୍ଗିଦେବ ସବୁ ଆଶା ସମାଜେ ନିର୍ଲଜା ହୋଇ ପଡିଥିବି ଭାଗୁଥିବି ମୁଁ ଦୁର୍ଦ୍ଦଶା ।
Inspirational
ହଜିବି ମଜ୍ଜିବି କଳ୍ପି ତୁମକୁ
Hrushikesh Satpathy · 1 min read · 199 reads
ମୁଁ ନୁହେଁ ଶ୍ରୀରାଧା ନୁହେଁ ମୁଁ ଅର୍ଜୁନ ତଥାପି ଖୋଜୁଛି ତୁମ ବଂଶୀକୁ । ହଜିବି ହଜିବି ମଜ୍ଜିବି ମଜ୍ଜିବି ତା'ଶୂନ୍ୟ ସ୍ଵନରେ କଳ୍ପି ତୁମକୁ ।
Others
ଶ୍ରୀରାଧାଙ୍କ ଅଭିସାର
Kulamani Sarangi · 2 min read · 3K reads
ଅପାଙ୍ଗରେ ଡୋଳା ଖେଳାଇ ସେ କାଳ ପ୍ରମୋଦ ସୀମାକୁ କସିବଟି ହେ, କସିବ ନାହିଁ ସେ ଅମୋଘ ବାଣରେ, ନୀଳମଣି ଶାଣ ଘଷିବଟି ହେ।
Classics
ଶ୍ରୀରାଧେ ଗୋ
TapaswiniDash Sarangi · 1 min read · 171 reads
ଶ୍ରୀରାଧେ ଗୋ ଭାବନାରେ ପ୍ରବେଶି କି ଭାବୁଛ କାହ୍ନୂକୁ ସୁରକ୍ଷିତ କରିବ କିଏ ତୁମ ଶ୍ରୀଅଙ୍ଗକୁ।
Classics
ପ୍ରଣୟ ପ୍ରୟାଣ
Bhakta Malla · 1 min read · 6.7K reads
ଜୀବନ ମୋ ଶ୍ୟାମ ବର୍ଣ୍ଣ ପ୍ରେମସିକ୍ତା ଶ୍ରୀରାଧାର ଅସଂପୂର୍ଣ୍ଣ ଅଳୀକ କାମନା....
Romance
ବାଉଁଶ
ବିଜୟ କୁମାର ନାୟକ · 1 min read · 418 reads
ଦ୍ୱାପରେ ଶ୍ରୀରାଧା ତୋ ବିନାରେ ଅଧା ସାଜିଲୁ ବଇଂଶୀ ଖଣ୍ଡେ, ଚନ୍ଦ୍ରସେନା ରାଣୀ ସାଜି ବାଇଆଣୀ ଧାଇଁଲ ଗୋପର ଦାଣ୍ଡ
Others
Loading…
Next page →