by Hrushikesh Satpathy ✓ · 7 Aug 2019
ମୁଁ ନୁହେଁ ଶ୍ରୀରାଧା ନୁହେଁ ମୁଁ ଅର୍ଜୁନ ତଥାପି ଖୋଜୁଛି ତୁମ ବଂଶୀକୁ । ହଜିବି ହଜିବି ମଜ୍ଜିବି ମଜ୍ଜିବି ତା'ଶୂନ୍ୟ ସ୍ଵନରେ କଳ୍ପି ତୁମକୁ ।
Loading comments…
Loading comments…