StoryMirror - Read, Write, Share & Repeat- ପ୍ରାୟଶ୍ଚିତ...Debadatta Jena · 2 min read · 429 readsଅଲଂଘ୍ୟକୁ ଲଙ୍ଘିବା
ନିଶା ମୋର,ସକାମ,ତୃଷ୍ଣା, ରତି, ରାଗ,
ମୋହ, ପ୍ରତି ମୋକ୍ଷ, ମଦ, ଆଶ୍ଚର୍ଯ୍ୟ,
ଆତ୍ମ ଉପଲବ୍ଧି ଶ୍ରେୟ,
ହୀନଯାନ, ହୀନମନ୍ୟ
ଆତ୍ମଘୋଷିତ ମହାଅଧିରାଜ,
ମାଗେ ମୋକ୍ଷ ପରିଚ୍ଛଦ ରୂପ,
ପିପାସା, ପ୍ରାଯଶ୍ଚିତ..!Tragedy