by Debadatta Jena ✓ · 7 Dec 2020
ଅଲଂଘ୍ୟକୁ ଲଙ୍ଘିବା ନିଶା ମୋର,ସକାମ,ତୃଷ୍ଣା, ରତି, ରାଗ, ମୋହ, ପ୍ରତି ମୋକ୍ଷ, ମଦ, ଆଶ୍ଚର୍ଯ୍ୟ, ଆତ୍ମ ଉପଲବ୍ଧି ଶ୍ରେୟ, ହୀନଯାନ, ହୀନମନ୍ୟ ଆତ୍ମଘୋଷିତ ମହାଅଧିରାଜ, ମାଗେ ମୋକ୍ଷ ପରିଚ୍ଛଦ ରୂପ, ପିପାସା, ପ୍ରାଯଶ୍ଚିତ..!
Loading comments…
Loading comments…