StoryMirror - Read, Write, Share & Repeat- ଈଶ୍ଵର ଙ୍କ ଅନୁସନ୍ଧାନରେAbhisek Mohapatra · 1 min read · 321 readsସେ ଅଛନ୍ତି ମୋ ଭିତରେ କାହିଁ କେତେ ଯୁଗରୁ !
ସତ୍ୟ କି ଦ୍ଵାପର ଅବା ତ୍ରେତୟା କାଳରୁ ,
ରାମ , କୃଷ୍ଣ କିମ୍ବା ପର୍ଶୁରାମ ହେଇOthers
- ଗତିପଥ..Debadatta Jena · 1 min read · 270 readsଗତିପଥ..Abstract
- ଶ୍ରେଣୀହୀନ ସମାଜSambit Srikumar · 1 min read · 185 readsତୁଟିବ ନିଶ୍ଚୟ ବିଭେଦ ବିଭାଜନର ଅଲଂଘ୍ୟ ପ୍ରାଚୀର
ଝଙ୍କୃତ ହେବ ଚତୁର୍ଦ୍ଦିଗେ ପରିବର୍ତ୍ତନର ମଧୁର ଝଙ୍କାର
ଦୂରେଇ ଯିବ ଏଇ ମଣିଷ ମନରୁ ହିଂସା ଦ୍ୱେଷ ଭାବ
ଜାଗି ଉଠିବ ସବୁରି ହୃଦେ ଐଶ୍ୱରିକ ସଦଭାବ!!Inspirational
- ପ୍ରାୟଶ୍ଚିତ...Debadatta Jena · 2 min read · 429 readsଅଲଂଘ୍ୟକୁ ଲଙ୍ଘିବା
ନିଶା ମୋର,ସକାମ,ତୃଷ୍ଣା, ରତି, ରାଗ,
ମୋହ, ପ୍ରତି ମୋକ୍ଷ, ମଦ, ଆଶ୍ଚର୍ଯ୍ୟ,
ଆତ୍ମ ଉପଲବ୍ଧି ଶ୍ରେୟ,
ହୀନଯାନ, ହୀନମନ୍ୟ
ଆତ୍ମଘୋଷିତ ମହାଅଧିରାଜ,
ମାଗେ ମୋକ୍ଷ ପରିଚ୍ଛଦ ରୂପ,
ପିପାସା, ପ୍ରାଯଶ୍ଚିତ..!Tragedy