by Sambit Srikumar ✓ · 4 Jan 2021
ତୁଟିବ ନିଶ୍ଚୟ ବିଭେଦ ବିଭାଜନର ଅଲଂଘ୍ୟ ପ୍ରାଚୀର ଝଙ୍କୃତ ହେବ ଚତୁର୍ଦ୍ଦିଗେ ପରିବର୍ତ୍ତନର ମଧୁର ଝଙ୍କାର ଦୂରେଇ ଯିବ ଏଇ ମଣିଷ ମନରୁ ହିଂସା ଦ୍ୱେଷ ଭାବ ଜାଗି ଉଠିବ ସବୁରି ହୃଦେ ଐଶ୍ୱରିକ ସଦଭାବ!!
Loading comments…
Loading comments…