English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସଞ୍ଜବେଳ
183 poems
ଆ..ହା..
Girija Prasanna Prusty · 1 min read · 466 reads
ଓଠ ତା'ର..ନିହାତି ବୋକିଟେ.. ଜାଣେ ନାହିଁ ଜମା କଥା କହି ଆଖି ତାର ନିହାତି ସରଳ ସବୁ କହେ...କିଛି କହେ ନାହିଁ..।
Romance
ଆଜିର ନାରୀ
Arendra Kumar · 1 min read · 119 reads
ସିନେମା ହଅଲ ସପିଙ୍ଗି ମହଲ ସବୁଠାରେ ଯୋଡ଼ା ଯୋଡ଼ା ସଞ୍ଜ ବେଳଟାରେ ପାଆର୍କ ଭିତରେ ପ୍ରେମ ଚାଲେ ଥୋଡ଼ା ଥୋଡ଼ା
Comedy
ମୃତ୍ୟୁ
Apalata Aruk · 1 min read · 163 reads
ଜୀବନର ମୁଖବନ୍ଧ ଡେଇଁ ଯିବା ପରେ, ପଢିବାକୁ ହେବ ନିଶ୍ଚେ
Others
ପିଲା ଦିନ ସ୍ମୃୃତି
Jagabandhu Sahu · 1 min read · 281 reads
ଫେରିବନି ଆଉ ସେଇ ପିଲା ବେଳ ଯାହାତ ଯାଇଛି ଚାଲି ଶୁଭ ସକାଳର ଘେନ ମୋ ଶୁଭେଚ୍ଛା କହୁଛି ହୃଦୟ ଖୋଲି
Others
ହସଖୁସି ପିଲା ବେଳ
KUMUDA CHANDRA DALEI · 1 min read · 137 reads
ଫୁସୁର ଫାସର କଥା ଭାଷା ହେଲେ ସଂଗ୍ରହ କରିଲେ ଜାଲ ଝରଣା ପାଣିରେ, ବୁଡ଼ିବାକୁ ମନ କଙ୍କଡା ଧରିବା ଚାଲ
Others
କୋଉଠି ମୁଁ ହଜେଇଲି ମୋ ପିଲାବେଳ
pratap nayak · 1 min read · 7.1K reads
ହଜିଲା ପିଲା ବେଳ ଖେଜି ପାଆନ୍ତିନି ଖେଳନ୍ତିନି ଦୋଳି ବର ଓହଳରେ ଆଣ୍ଠୁ ଛିଣ୍ଡେଇ ଆସନ୍ତି ମୁହଁ ସଂଜବେଳେ ଲୁଚେଇ ଖାଆନ୍ତିନି ମିଠା ଆଲମାରୀ ଖୋଲି
Tragedy
Loading…
Next page →