StoryMirror - Read, Write, Share & Repeat- ସତେ କଣ ମୁଁ ବୁଢ଼ା ହେଲିଣିBauribandhu Lenka · 1 min read · 134 readsସତେ କଣ ମୁଁ ବୁଢ଼ା ହେଲିଣିOthers
- ମୃତ୍ୟୁshibaram dalai · 1 min read · 392 readsଜୀବନ ରାସ୍ତାର
ଶେଷ ମୁଣ୍ଡରେ
କେହିଜଣେ ଅପେକ୍ଷା କରିଥାଏ
ଅନିଚ୍ଛା ସତ୍ୱେ ବି
ସମସ୍ତେ ଚାଲିଯାନ୍ତି
ସେହି ଶେଷ ମୁଣ୍ଡ କୁOthers
- ସତେ କି ସେ ମୋର ହେବବି. ନିରୁପମା · 1 min read · 4.7K readsଶରଧା ବାଲିରେ ଥରେ
ଗଡ଼ାଇ ଆଣିବ ମୋତେ ଶ୍ରଦ୍ଧାରେ ,
ସେ କଳା ନିଧିରେ ....
ମୁହିଁ-ଭୁଲିବି ସବୁ ବାଧାରେ ।
ସେ କଳା ନିଧିରେ ।Action
- ତୋ ସନ୍ଧ୍ୟା ଦର୍ଶନAnsuman Swain · 1 min read · 176 readsତମ ନେତ୍ରେ ନିଦ୍ରା ନାହିଁ
ଚାହିଁ ଥାଅ ସଦା
ଦୁଖୀଙ୍କ ସେବକ ସାଜି
କରୁ ଥାଅ ସେବାClassics
ସେଇ ମଧୁମୟ ତମସା ସତେ କି
ସେଇ ମଧୁମୟ ତମସା ସତେ କିAbhakanta · 1 min read · 6.7K readsସେଇ ମଧୁମୟ ତମସା ସତେ କି
ଆଉ ଗୋ ଆସିବ ନାହିଁ,
ସେଦିନର ସ୍ୱର ତୋଳି କୋକିଳ କି
ଆଉ ଗୋ ଗାଇବ ନାହିଁ ?Others- ବୁଲା କୁକୁରTrupti Paikaray · 1 min read · 13.2K readsନିଜ ପେଟ ଚାଖଣ୍ଡକ ପାଇଁକେତେ ହଟହଟା ସେ, ଭୋକ ହେଲେ ନା କହିପାରେ,ରୋଗଗ୍ରସ୍ତ ହେଲେ କେତେ କଷ୍ଟ ପାଏ,ନିଜର ବୋଲି କେହି ବି ନଥାଏ,ଘୂରିବୁଲେ ଏକ ପାଗଳ ଭଅଁର ପରି,ଏଘରୁ ସେଘର ଆଉ ଦାଣ୍ଡରୁ ଦୁଆର,ଚାହିଁରହେ କିଏ ଟିକେ ଆସନ୍ତା କି,ତା ଦରଦୀ ମନର କଥା ଟିକେ ବୁଝନ୍ତା କି,ହେଲେ ତାକୁ କି ଜଣାଯେ ସେ ଅଭିଶପ୍ତଏକ ବୁଲା କୁକୁର !Abstract