StoryMirror - Read, Write, Share & Repeat- ଜୀବନ, ମୃତ୍ୟୁ, ଈଶ୍ୱରDr.Sashi Bhushan Mohapatra · 1 min read · 335 readsହେ ଈଶ୍ୱର
ନିଜର ଇଛାରେ
ସୃଷ୍ଟି କଲ ଜୀବନ
ଜୀବନଠୁ ମୃତ୍ୟୁ ଯାଏଁ
ସଂସରଟିଏ ରଖିଲAbstract
- ପ୍ରବଞ୍ଚକShashanka sekhar Ray · 1 min read · 139 readsଶାନ୍ତିର ସଂଜ୍ଞା ଭୂଲିଥିବା ମଣିଷଟା
ଆତ୍ମଦହନେ ଜଳୁଥାଏ ନିଜେ
କୋଟିପତି ସାଜେ ଭିକ୍ଷୁକ
ସ୍ଵର୍ଗକୁ ସିଡି ବାନ୍ଧିବାର ସ୍ଵପ୍ନେ ହଜେ ।Abstract
- ବୈରାଗଭାବShashanka sekhar Ray · 1 min read · 173 readsମୁଣ୍ଡ ଟୁଙ୍ଗାରିବାର କଳା
ଶିଖିଯାଅ ଥରେ , ଦେଖିବ
ବୈରାଗର ଛାଇ ପଡିବନି
କେବେ ତୁମ ଜୀବନରେ ।Others
- ଅଦୃଶ୍ୟ ଅବଶୋଷChinmay Behera · 1 min read · 217 readsଅଦୃଶ୍ୟ ଅବଶୋଷTragedy
- ମର୍ତ୍ତ୍ୟପୁରେ ବାସRamanlal Dasmandal · 1 min read · 179 readsମର୍ତ୍ତ୍ୟପୁରେ ବାସ , ଅମୀୟ ବରଷ , ପୁଣି ବିରକ୍ତି ସନ୍ୟାସ ,
ମର୍ତ୍ତ୍ୟ ପୁରେ ବାସ , ଆସ , ଆସ ରାସରସ ମର୍ତ୍ତ୍ୟପୁରେ ବାସ ,
କୋକିଳ ଡାକୁଛି, ଯୌବନ ଆସୁଛି, ଆସୁଛି ଉଲ୍ଲାସ ,
ମର୍ତ୍ତ୍ୟପୁରେ ବାସ , କେତେ ସଖା ସଖୀ କେତେ ପ୍ରାଣ ପୀୟୂଷ ।Others
ସନ୍ୟାସ ନେଇଯିବି
ସନ୍ୟାସ ନେଇଯିବି Prasanna Kumar Madala · 1 min read · 12.8K readsଚାଲିଲି ମୁଁ ଆଚରି ସନ୍ୟାସ ଧରମDrama