by Ramanlal Dasmandal ✓ · 22 May 2022
ମର୍ତ୍ତ୍ୟପୁରେ ବାସ , ଅମୀୟ ବରଷ , ପୁଣି ବିରକ୍ତି ସନ୍ୟାସ , ମର୍ତ୍ତ୍ୟ ପୁରେ ବାସ , ଆସ , ଆସ ରାସରସ ମର୍ତ୍ତ୍ୟପୁରେ ବାସ , କୋକିଳ ଡାକୁଛି, ଯୌବନ ଆସୁଛି, ଆସୁଛି ଉଲ୍ଲାସ , ମର୍ତ୍ତ୍ୟପୁରେ ବାସ , କେତେ ସଖା ସଖୀ କେତେ ପ୍ରାଣ ପୀୟୂଷ ।
Loading comments…
Loading comments…