StoryMirror - Read, Write, Share & Repeat- ଜ୍ୱଳନBinay Mohapatra · 1 min read · 131 readsତୁମେ ବା ଜାଣିବ କେମିତି,
ଏଇ ଅଧାଜଳା ପ୍ରେମିକର ଭାଷା ?
ମୁଁ ତ ସମଦର୍ଶୀ ସନ୍ଥ ପାଲଟିଛି,
ଏ ଗଛରେ, ପତ୍ରରେ,
ଜଡ ଆଉ ଚେତନରେ,
ସବୁଠି ମୁଁ ମୋ ପ୍ରଭୂଙ୍କୁ ନୁହେଁ,
ପ୍ରେମକୁ ଦେଖୁଛି !Others
- ଆମ୍ଭେ ତୁମ୍ଭ କୃପାପାତ୍ରବି. ନିରୁପମା · 1 min read · 429 readsଗୁଣାତୀତ ତୁମେ ନିର୍ଗୁଣ ପୁରୁଷ
ସଗୁଣ ସାକାର ପୁଣି ,
ଯୋଗୀ,ମୁନି,ଋଷି ,ଦେବତା,ଦେବର୍ଷି
ପାରନ୍ତି ନାହିଁ ଯା' ଜାଣି ।Classics
- ଜୟ ଜଗନ୍ନାଥ 🙏namita jena · 1 min read · 3.1K readsଭକ୍ତିରେ ପ୍ରବଳ ଶକ୍ତି
ହୁଏ ଯଦି ସେ ନିଷ୍କାମ।
ସୁମରି ତାଙ୍କ ନାମ କରେ ଯେ
ସବୁ କାମ ନଚରି ଅଧର୍ମ।Abstract
- ବନ୍ଧୁ ଭାବRamachandra Bhutia · 1 min read · 250 readsମୋ ପରି କାଙ୍ଗାଳ ବନ୍ଧୁ ଟିଏ ଦେଖି
ଲାଜ ତ ଲାଗିଲା ତୋତେAbstract