by ବିନୟ ମହାପାତ୍ର ✓ · 24 Jun 2019
ତୁମେ ବା ଜାଣିବ କେମିତି, ଏଇ ଅଧାଜଳା ପ୍ରେମିକର ଭାଷା ? ମୁଁ ତ ସମଦର୍ଶୀ ସନ୍ଥ ପାଲଟିଛି, ଏ ଗଛରେ, ପତ୍ରରେ, ଜଡ ଆଉ ଚେତନରେ, ସବୁଠି ମୁଁ ମୋ ପ୍ରଭୂଙ୍କୁ ନୁହେଁ, ପ୍ରେମକୁ ଦେଖୁଛି !
Loading comments…
Comments
Loading comments…