English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସରଗଅପ୍ସରୀ
120 poems
ବର୍ଷା ଓ ପ୍ରେମିକା..
Debadatta Jena · 1 min read · 158 reads
ଋତୁ ରାଣୀ ମେଘ ଶ୍ରାବଣୀ, ପ୍ରୀତି ଝରଣର ସ୍ରୋତସ୍ୱିନୀ, ସରଗ ଅପ୍ସରୀ ନିର୍ଝରିଣୀ ଟିଏ, ଏଇ ଆଂଗନର...
Romance
ପ୍ରିୟା ଗୋ ତୁମେ
janmajaya nayak · 1 min read · 197 reads
ପ୍ରିୟା ଗୋ ତୁମ ହଳଦୀମଖା ଦେହ ମୋ ଠୁଁ ମୋତେ କରେ ଚୋରି ଯେତେ ଥର ଦେଖେ ଫେରେନି ନଜର ସତେ ସରଗ ଅପ୍ସରୀ । ଚେହେରାର ଝଲକରେ ଭିଜୁଥାଏ ହଜୁଥାଏ ଦେହ ମନ ଲାଜଭରା ଚାହାଣୀରେ ।
Romance
ପ୍ରେମଭିକ୍ଷୁ।
Santanu Bisoi · 1 min read · 76 reads
ଶୟନେ ସପନେ ଅବା ଜାଗରଣେ ତୁମ ପ୍ରତିକୃତି ଭାବି, ଭୋଜନେ ଚିନ୍ତନେ ପୁସ୍ତକ ପଠନେ ଦିଶେ ତୁମ ପ୍ରତିଛବି
Abstract
ସତ୍ୟ ଲେଖା - ୨
Laxman Kumar Behera · 1 min read · 200 reads
ସୁଶୀଳା ଅପ୍ସରୀ ଚିତ୍ରଲେଖା ତୁମେ ପ୍ରିୟା, ଭଲ ଲାଗେ ତମ ସାଥେ ଭାବ ଦିଆ - ନିଆ ।
Others
କୁସୁମା
Bharatabandhu Biswal · 1 min read · 216 reads
ନାନା ରଙ୍ଗ ଫୁଲେ ସଜାଇଛି ଗଭା ଅପରୂପା ସୁକୁମାରୀ କୋମଳ ଶୀତଳ ହୃଦୟେ ତାହାର ଭାସେ ନୀଳ ଜଳ ତରୀ
Romance
ମୌନ ତାର ଅନ୍ତରାଳେ
Sudipta Behera · 1 min read · 353 reads
ଅନେକ ଦଗ୍ଧ ଧବଳ ମେଘ ସ୍ନାନ ସାରି ପାଉଁଜି ର ନିକ୍ବଣରେ ଆସ ଥିରି ଥିରି
Romance
Loading…
Next page →