Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସାଇଁ
17 poems
କରିଦିଅ ମୋତେ ସାଇଁ
ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 7.2K reads
ଫୁଲ ପାଶେ ଯାଇ ଗୁଣୁଗୁଣୁ ଗାଈ ଆହାର ଆଣେ ମଧୁ ପରହିତ ଲାଗି ବିତରି ତାହାକୁ ଜଗତକୁ କରେ ବନ୍ଧୁ l
Inspirational
ଗୋଲକ ଗୋସାଇଁ (1)
Prasanta kumar Hota · 1 min read · 3.8K reads
ତୁ କଣ ଜାଣିନୁ ତୋ ପାଇଁ ପ୍ରଭୁ ହେ ଦିନ ରାତି ଭଜୁଥାଇ ମୋ ହୃଦ ହେଉଛି ବାଇ ଗୋଲକ ଗୋସାଇଁ ହେ ଗୋଲକ ସାଇଁ
Others
ସାଇଁ ହେ ତୁମର ଅପାର କୃପାରେ
ZYOTSNA PATRAW · 1 min read · 102 reads
ପ୍ରତି ଖରାବେଳେ ତୁମରି ଦୁଆରେ ବାଟୋଇର ଥିଲି ସାହା ରାତି ଆଉ ଦିନ ଜୀବନକୁ ଜାଳି ବିତରଣ କରି ବାଆ । ଭୁଲି ଯାଇଥିଲି ଭେଦଭାବ ସବୁ ପରକୁ ଆପଣା କରି ମୋ ମହାନ ଗୁଣେ ଦେଉଥିଲି ମୁହିଁ ଫଳ ଫୁଲ ହାତେ ଭରି। ଅନ୍ତର ଆତ୍ମା ମୋ ମରିଯାଉଅଛି ଆଖିରେ ଲୁହର ଧାର କାହିଁକି ହେ ପ୍ରଭୁ ସବୁଜ ଶରୀର କରିଦେଲ ଛାରଖାର। ଆଉ କି ମଣିଷ ଲଗାଉଛି ମୋତେ ସ୍ନେହ ଶ୍ରଦ୍ଧାଟିକେ ଦେଇ ସ୍ବାର୍ଥେ ଅନ୍ଧ ହୋଇ ସିଏ ଯେ ହାଣଇ ଶୁଣି କି ପାରୁଛ ସାଇଁ।
Others
ସଂକ୍ଷିପ୍ତ ରାମାୟଣ (ଲଙ୍କା କାଣ୍ଡ)
suvendu Meher · 5 min read · 255 reads
ସଂକ୍ଷିପ୍ତ ରାମାୟଣ (ଲଙ୍କା କାଣ୍ଡ)
Inspirational
ଅନାହତ ନାଦ-୨ ଭାଗ-୨
Dr Subas Chandra Rout · 1 min read · 179 reads
ବୁଝି ପାରିଲେ ଘରେ ତୁ ରହ, ଖୁସିରେ ଦେଖି ପାରିବୁ, ନିଜର ପ୍ରଭୁ ନିଜ ମଧ୍ୟରେ, ଅନ୍ୟତ୍ର କାହିଁ ଖୋଜିବୁ ।
Classics
ଏତିକି ବିନତି ଆଜ
Santosh Pattnayak · 1 min read · 7.1K reads
ଅଭିଯୋଗ ନାହିଁ ମାଗୁଛି ମୁଁ ଭିକ ଶୁଣ'ହେ ରାଜାଧିରାଜ ଲଦିଲେ'ବି ଦୋଷ ଥାଉ ଟିକେ ଭାବ ଏତକ ମାଗୁଣି ଆଜ....
Others
Loading…
Next page →