English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସାମ୍ୟବାଦ
13 poems
ଗାଅରେ ସାମ୍ୟବାଦର ଗୀତ
Prafulla Chandra Mishra · 1 min read · 180 reads
ଜାଗ୍ରତ ହୁଅ ନିଷ୍ପେସିତ ତୁ ଖଟିଖିଆ ମଜଦୁର ଜାଗ୍ରତ ହୁଅ କଂକାଳ ସାର୍ ନିର୍ଯାତିତାର ଦଳ ଝଙ୍କାରି ଉଠୁ ସାମ୍ୟବାଦର ଗୀତ ମୂର୍ଚ୍ଛନା ସ୍ଵର ଭାଙ୍ଗି ଦୁରାଚାର ଦୁର୍ବାର ଦୂର୍ଗ ପ୍ରଚିର ଦ୍ଵାର ।।
Thriller
ବର୍ବର ପ୍ରହାର
Hrushikesh Satpathy · 1 min read · 354 reads
ପ୍ରତୀକ୍ଷାରେ ହୋଇବୁ ତୁ ଲୀନ ଲୁହ ସବୁ ଶୁଖି,ମରୁ ପାଲଟିବେ
Others
ନୂଆ ବର୍ଷ ଆସୁଛି
Shashanka sekhar Ray · 1 min read · 341 reads
କୁହୁଡିର ଚାଦର ଢାଙ୍କି ବେଶ ଆରାମେ ଶୋଇଯାଇଛି ଗାଁ ଆଉ ସହର ଇନ୍ଦ୍ରଧନୁର ବର୍ଣ୍ଣିଳ ଛାତିରେ ସୁରାଭର୍ତ୍ତି ଲାଲ ଆକାଶେ ପ୍ରତିଛବି ଆଙ୍କିହୁଏ ରମ୍ଭା ଆଉ ମେନକାର ।
Others
ଗ୍ଲାସନସ୍ତ ଓ ପିରିସ୍ତ୍ରୋଏକା
Sudhir Kumar Panda · 1 min read · 254 reads
କିଣା ବିକା ଦଲାଲର ଚାଲ ସବୁ ମାରୁ ଫେଲ୍, ମନ ଖୋଲା ମିଡିଆର ଭାଷା, ସଂହତି ଓ ସାମ୍ୟବାଦ, ନୂତନ ପ୍ରତ୍ୟାଶା।
Others
ଆହେ ପ୍ରଭୁ, ବିଧାନ କରତା
Hrushikesh Satpathy · 1 min read · 6.6K reads
ନଭଶ୍ଚୁମ୍ବୀ ତୁମ ଶ୍ରୀ ମନ୍ଦିର ଚାଳ ଖଣ୍ଡେ ମୋ' କପାଳେ କାହିଁ ! ଅଛି ତୁମ ରତ୍ନ ସିଂହାସନ ମୋ'ପାଇଁକି ଭୁମି ଶେଯ ନାହିଁ
Others
ତ୍ରିରଙ୍ଗା ପତାକା
GAGAN KUMAR DASH · 1 min read · 221 reads
ତିନୋଟି ରଙ୍ଗ ତାହାର ଦିଶେ କି ସୁନ୍ଦର, ଆହ୍ବାନ କରେ ତୁମକୁ ଦେଶ ସେବା କର ।
Children
Loading…
Next page →