by Hrushikesh Satpathy ✓ · 2 Nov 2018
ନଭଶ୍ଚୁମ୍ବୀ ତୁମ ଶ୍ରୀ ମନ୍ଦିର ଚାଳ ଖଣ୍ଡେ ମୋ' କପାଳେ କାହିଁ ! ଅଛି ତୁମ ରତ୍ନ ସିଂହାସନ ମୋ'ପାଇଁକି ଭୁମି ଶେଯ ନାହିଁ
Loading comments…
Loading comments…