English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସାରସ୍ୱତ
10 poems
ଗାଏ ତା' ଗୀତି
Hrushikesh Satpathy · 1 min read · 13.7K reads
ଜନମ ଲଭିଛି ଜନନୀ କୋଳରେ ମଶାଣି ମଣ୍ଡିବି ପ୍ରେରଣା କୋଳେ ।
Others
ପରିଚୟ
Subhalaxmi Das · 1 min read · 256 reads
ଟିକି ଟିକି ତାରା ଭିତରେ ମୋ ହଜି ଯାଇଥିବା ଜହ୍ନକୁ ଖୋଜେ ଅଭିମାନ କରି ନୁହେଁ ବରଂ ଜହ୍ନ ଆଉ ଜୋଛନା
Classics
ବେସୁରା ଗୀତ
Prasanna Kumar Madala · 1 min read · 20.2K reads
ହେଉନାହିଁ ଘୋଷା ଚଷା ଅବା ଯୋଷା ଦୁଃଖୀ ମୂଲିଆଙ୍କ ସୁରେ, ଭାବାବେଶ ଆଉ ଖୋଜିଲେ କି ପାଉ ହଜିଲାଣି କାହିଁ ଦୂରେ ।
Tragedy
ତମେ
Sunanda Mohanty · 1 min read · 249 reads
ତମେ ତ ବିଶ୍ୱମୟ ସବୁଆଡେ ତୁମେ କାରିଗର ବିନ୍ଧାଣୀ ସାରସ୍ୱତ ସମାହାରେ ସମାରୋହ ଖାଲି ବସ୍ତୁ ସମୂହ ଫୁଲ ଅକାଳରେ ଜହରିଯିବାକୁ ଦିଅନା କର ସମତୁଲ
Others
ବାପା
Bidyadhar Sethi · 1 min read · 111 reads
ସ୍ୱଚ୍ଛତା ନୈତିକତା ମୂଳମନ୍ତ୍ର ସ୍ୱଧର୍ମର କଷ୍ଟ ସହି ସର୍ବଦା ସୁଖ ଚାହଁ ସନ୍ତାନର ସତ୍ୟର ପୂଜାରୀ ନିଷ୍ଠାବାନ କର୍ମବୀର କ୍ଷମାଗୁଣ ପଣେ ସଦା ଦୟାର ଅବତାର ନିଷ୍କପଟ ସରଳତା ଭରିଛି ହୃଦୟର ଚିର ସ୍ମରଣୀୟ ସତ୍ତା ତୁମେହିଁ ମୋ' ଈଶ୍ୱର
Others
ସାହିତ୍ୟ
Bharatabandhu Biswal · 1 min read · 327 reads
ସାରସ୍ୱତ ଅଭିନବ ସାହିତ୍ୟର ଅନୁରାଗ ସମାଜିକ ସମଷ୍ଟି ଭାବନା, ପ୍ରକାଶେ ସୁଜ୍ଞାନ ଦିବ୍ୟ ସତ୍ୟ ଶାନ୍ତି ସୁନ୍ଦରର ଉନ୍ମେଷଇ ଅମୃତ ଚେତନା,
Inspirational
Loading…
Next page →