by Bidyadhar Sethi ✓ · 4 Jun 2019
ସ୍ୱଚ୍ଛତା ନୈତିକତା ମୂଳମନ୍ତ୍ର ସ୍ୱଧର୍ମର କଷ୍ଟ ସହି ସର୍ବଦା ସୁଖ ଚାହଁ ସନ୍ତାନର ସତ୍ୟର ପୂଜାରୀ ନିଷ୍ଠାବାନ କର୍ମବୀର କ୍ଷମାଗୁଣ ପଣେ ସଦା ଦୟାର ଅବତାର ନିଷ୍କପଟ ସରଳତା ଭରିଛି ହୃଦୟର ଚିର ସ୍ମରଣୀୟ ସତ୍ତା ତୁମେହିଁ ମୋ' ଈଶ୍ୱର
Loading comments…
Comments
Loading comments…