English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅୟମାରମ୍ଭ
10 poems
ଜିତିବାକୁ ହେବ ଜୀବନ
Hasyamayee Raj · 1 min read · 329 reads
ସମୟ ଆଗରେ. ମାୟାର ଘନ କୁହେଳିକା ଆସକ୍ତିର ଶକ୍ତ ଡୋରି ସାମ୍ ନାରେ ମନ ଆଉ ବିବେକର ଯୁଦ୍ଧରେ କିଏ କେତେବେଳେ ହାରେ ତ କିଏ କେତେବେଳେ ଜିତେ।
Abstract
ପୁନର୍ଜନ୍ମ
Banabihari Mishra · 1 min read · 18 reads
ମୋ ଅଗଣାର ଫୁଲସବୁ ଝାଉଁଳିଯାଇ ଶୁଖିଗଲା ପରେ ବାସ୍ନା ହରେଇ, ରଙ୍ଗ ହରେଇ ଦିଗବଳୟ ସେପାରିର ଅଜଣା ବଗିଚାରେ ରଙ୍ଗୀନ ହେଇ ବାସ ଚହଟେଇ କଢ଼ ହେଇ ପୁଣି ଫୁଲ ହେବେ ସତରେ କ'ଣ ଖିଲିଖିଲି ହସିବେ!
Abstract
ନିରବ ଝଡ଼
Ajaya kumar Jena · 1 min read · 154 reads
ଅଜାଣତେ ଭୁଲ ହେବା ଏକ ବିଡମ୍ବନା କିନ୍ତୁ, ତୁମର ସେ କାଣିଚାଏ ଅଭିମାନରେ ପୃଷ୍ଠଭଙ୍ଗା ଦିଅନ୍ତି ମୋର ଆଶା ଆଉ ଆକାଂକ୍ଷା, ଏବେ ଏବେ ସେ ନିରବ ଝଡରେ ଧୂଳିସାତ୍ ମୋ ସାରା ଅବୟବ।
Tragedy
ତୁମେ ଚାଲିଗଲା ପରେ
anita dash · 1 min read · 172 reads
ଅବିଶ୍ଵସ୍ତ ବନ୍ଧୁ ହୁଏ ଆପଣାର ପ୍ରତାରଣା ଭରା ଜୀବନକୁ ଯୋଡି ହୁଏ ଏଇତ ଅୟମାରମ୍ଭ ଅପହଞ୍ଚ ଦୁରତ୍ଵ
Others
ଶାନ୍ତି
Anita Dash · 1 min read · 213 reads
ହସ ଖୁସି ସ୍ନେହ ଶ୍ରଦ୍ଧା ଭାବନାରେ ପର ହୁଏ ଆପଣାର , ସହାନୁଭୂତି ଓ ସୁସହଯୋଗରେ ଶାନ୍ତିରେ ଝୁମେ ସଂସାର । ଶାନ୍ତି ମଣିଷର ଅନ୍ତରେ ନିହିତ କୁଆଡେ ଖୋଜିବା କାହିଁ , ଉତ୍ତମ ଚିନ୍ତନେ, ସୁକର୍ମ କରଣେ ଆପେ ରହେ ସାଥି ହୋଇ ।
Abstract
ପ୍ରେମିକା
laxmipriya math class rubi · 1 min read · 208 reads
ତୁମେ ଯେବେ ପ୍ରେମ କରି ଥକିିଯାଅ ମୋ ପ୍ରେମର ଅୟମାରମ୍ଭ ହୁଏ ସେଇଠୁ
Others
Loading…
Next page →