by Banabihari Mishra ✓ · 25 Aug 2020
ମୋ ଅଗଣାର ଫୁଲସବୁ ଝାଉଁଳିଯାଇ ଶୁଖିଗଲା ପରେ ବାସ୍ନା ହରେଇ, ରଙ୍ଗ ହରେଇ ଦିଗବଳୟ ସେପାରିର ଅଜଣା ବଗିଚାରେ ରଙ୍ଗୀନ ହେଇ ବାସ ଚହଟେଇ କଢ଼ ହେଇ ପୁଣି ଫୁଲ ହେବେ ସତରେ କ'ଣ ଖିଲିଖିଲି ହସିବେ!
Loading comments…
Comments
Loading comments…