by Ajaya kumar Jena ✓ · 30 Sept 2020
ଅଜାଣତେ ଭୁଲ ହେବା ଏକ ବିଡମ୍ବନା କିନ୍ତୁ, ତୁମର ସେ କାଣିଚାଏ ଅଭିମାନରେ ପୃଷ୍ଠଭଙ୍ଗା ଦିଅନ୍ତି ମୋର ଆଶା ଆଉ ଆକାଂକ୍ଷା, ଏବେ ଏବେ ସେ ନିରବ ଝଡରେ ଧୂଳିସାତ୍ ମୋ ସାରା ଅବୟବ।
Loading comments…
Comments
Loading comments…