by Anita Dash ✓ · 18 Nov 2020
ହସ ଖୁସି ସ୍ନେହ ଶ୍ରଦ୍ଧା ଭାବନାରେ ପର ହୁଏ ଆପଣାର , ସହାନୁଭୂତି ଓ ସୁସହଯୋଗରେ ଶାନ୍ତିରେ ଝୁମେ ସଂସାର । ଶାନ୍ତି ମଣିଷର ଅନ୍ତରେ ନିହିତ କୁଆଡେ ଖୋଜିବା କାହିଁ , ଉତ୍ତମ ଚିନ୍ତନେ, ସୁକର୍ମ କରଣେ ଆପେ ରହେ ସାଥି ହୋଇ ।
Loading comments…
Comments
Loading comments…