English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସିଧା
6 poems
କଵି
Sadananda Sahoo · 1 min read · 101 reads
କଵି ଭାଷା କଵି ଅଶା ସତରେ ନିଆରା ସମାଜର ବାର୍ତ୍ତା ବହ କଵି ସର୍ବଦା ॥ କଵି କହେ ସିଧା କଥା ଲେଖନୀ ମୂନରେ , ସେଥି ପାଇଁ କଵି ବୋଧେ ଉପେକ୍ଷିତ ହୁ ଏ ॥
Abstract
ଅଭିଶପ୍ତ କର୍ଣ୍ଣ
Kali Kumar · 1 min read · 105 reads
ଅଭିସାର ଠାରୁ ଯେତିକି ଦୂର ଅଭିଶାପଠୁ ସେତିକି ନିକଟ ସେଥିପାଇଁ ମୁଁ ଅଭିଶପ୍ତ
Tragedy
ସିଧା କଥା-55 ବ୍ୟଙ୍ଗକବିତା ସିଂହ ହେଲା ଗଧ
KRUTIBAS NAYAK · 1 min read · 169 reads
ସାତ ଜନମରେ ଯେତିକି ଅର୍ଜିବ ଦିନକରେ ମିଳିଯିବ, ତୁମର ଯେତେକ କଳଙ୍କ ଲାଗିଛି ରାତାରାତି ଧୋଇଯିବ
Others
ସିଧାକଥା-71 -ଜାଗା
KRUTIBAS NAYAK · 1 min read · 187 reads
ଅପେକ୍ଷା କରିଲେ ଖୋଜି ଖୋଜି ସୁଖ ପାଖକୁ ଆସିବ ନାହିଁ, ସୁଖ ଆସିବାକୁ ଦ୍ଵାର ଖୋଲିଦେବା ନିଜେ ଶୁଦ୍ଧମନ ନେଇ
Others
ସିଧା କଥା-57 କବିତା: ଜୀବନ
KRUTIBAS NAYAK · 1 min read · 171 reads
ମନେ ପକାଇବା ମନେ ପଡୁଥିବା ଦୁଇଟି ଅଲଗା କଥା, ନିଜଲୋକକୁ ତ ମନେ ପକାଇବା କରନ୍ତି ଯେ ଆମ ଚିନ୍ତା |
Others
ସିଧା କଥା-59 କବିତା: ଜୀବନ ଦର୍ଶନ
KRUTIBAS NAYAK · 1 min read · 167 reads
ନିର୍ଦ୍ଦୟ,ନିଷ୍ଠୁର,ନିର୍ଲଜ୍ଜ ମୂର୍ଖଙ୍କୁ କାଟେନାହିଁ ଅପମାନ, ଜ୍ଞାନୀ,ଗୁଣୀ,ମାନୀ ଡରିବେ ନିଶ୍ଚୟ ଡରୁଥିବେ ଭଗବାନ
Others