by Sadananda Sahoo ✓ · 24 Nov 2020
କଵି ଭାଷା କଵି ଅଶା ସତରେ ନିଆରା ସମାଜର ବାର୍ତ୍ତା ବହ କଵି ସର୍ବଦା ॥ କଵି କହେ ସିଧା କଥା ଲେଖନୀ ମୂନରେ , ସେଥି ପାଇଁ କଵି ବୋଧେ ଉପେକ୍ଷିତ ହୁ ଏ ॥
Loading comments…
Comments
Loading comments…