StoryMirror - Read, Write, Share & Repeat- ମୁଁManoj Manmay · 1 min read · 191 readsମୁଁAbstract
- ଋଣୀ ନୁହେଁ ସେBauribandhu Lenka · 1 min read · 6.7K readsଯେତିକି କନ୍ଦାଇ ଛାଡିଗଲOthers
କ’ଣ କଲା ସେ
କ’ଣ କଲା ସେRajesh Kumar Jain · 2 min read · 6.6K readsମଦ ବୋତଲର ଲୀଳା ସେ
କ’ଣ କଲା ସେ !
ସାରା ରାତି ମୋତେ ସପନ ଦେଖାଇ
ଉଠାପକା କେତେ କଲା ସେ,
ପାହିଗଲା ରାତି, ରହିଗଲା ସ୍ୱପ୍ନ
ଘାରିହୁଏ ତାକୁ ମାନସେ,
ମଦ ବୋଦଲର ଲୀଳା ସେ
କ’ଣ କଲା ସେ !Comedy- କବିତାRam Prasad Bisoi · 1 min read · 1.2K readsକିଏ ? ସେ ଶିଳ୍ପି, କାହର ସେ କୃତ୍ତି , ଏତେ ମନୋହର ରୂପ ଲାବଣ୍ୟ ଏତେ ସୌନ୍ଦଯ୍ୟ ତମ ଦେହରେ ପ୍ରକୃତିସମ ଭରି ଦେଇଛି କିଏ ? ଭଲ ପାଇବାର ଇସ୍ତାହାର କେବେଠୁଁ ଜଣାଇ ସାରିଛି,
ହୃଦୟ ତ ମୋର କେବେଠୁ ତମର ହୋଇ ସାରିଛି, କିଛି ନାହିଁ, ମୋ ପାଶେ ଦେବାକୁ ତମକୁ, ସକାଳର କୁହୁଡି ଭଳି ହେଇ ପାର ପ୍ରହେଳିକା, ଛଳନାମୟି ହୋଇପାର ମରୁଭୁମି ର ମୃଗତୃଷ୍ନା ଭଳି, ପ୍ରତାରଣା ବି କରିପାର ଆକାଶର ସନ୍ଦ୍ୟା ଭଳି, ତମେ ମୋ ରାଧା ମୁଁ ତୁମ ଜୟଦେବ, ଆସ ଦୁହେଁ ମିଶି ଲେଖିବା, ସାସ୍ବତ ପ୍ରେମର ଗୀତଗୋବିନ୍ଦ ।
କାଶ୍ୟପ,Others
- ସେ ଆଉ ମୁଁAnup Kumar Dalabehera · 1 min read · 6.6K readsସେ ଏକ ଏମିତି ନୀଳ ଆକାଶରେ
ଉଇଁ ଆସୁଥିବା ପୁନେଇଁ ଜହ୍ନ
ମୁଁ ଏକ ଏମିତି ଉଆଁସ ରାତିର
ଦେଖୁଥିବା ଏକ ଖରାପ ସ୍ୱପ୍ନ।Romance
- ଅସୁରକ୍ଷିତ ପରୀAnita Dash · 1 min read · 222 readsଧାଇଁ ଯାଇ ମେଘ ପାଶେ,
ଦେହକୁତା ଗଲା ଯେବେ ଛୁଇଁ ;
ମୋହ ବିଷ୍ଟ ହୋଇ ସିଏAbstract
Loading…