Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସ୍ୟାହି
10 poems
ଝରା ସ୍ୟାହି
Rajashree Acharya · 1 min read · 199 reads
ଝରିଯାଇଥିଲେ ପ୍ରେମ ର କଳ୍ପନାକୃତ ସହର ସନ୍ଧାନ ସବୁଜିମା ର ସ୍ଵସ୍ଥ ସ୍ୱପ୍ନନେ ବିଚରିତ ଏ ଅଦ୍ଭୁତ ମନ
Others
ଅବ୍ୟକ୍ତ ବେଦନା
Sujat Kumar Sahoo · 1 min read · 373 reads
କହିଥିଲ ତୁମେ, ଶରୀର ତ ଭିନ୍ନ , ଆତ୍ମା ବେନି ଆମ ଏକ । ତୁମେ ଥିବ ପଛେ, ମୁଁ ଥିବି ଆଗେ କାଟିବା ଜୀବନ ସମୟର ପଥ ।
Tragedy
କାଗଜ
sasmita sahu · 1 min read · 218 reads
ବିବର୍ଣ୍ଣ ଧୂସର ସହରେ ତୋ ସଫେଦ ଚାଦରେ ରଚେ ଗୁପ୍ତ ଅଭିସାର ଯେତେ ଅମର ଭିକ୍ଷାରେ କାଠି କୁଟା ସଂଯୋଡି ଘରଟେ ତୋଳି ବସେ।
Others
ସେ କଲମ
ମହାଗାଲୁଆ ସନୁ · 1 min read · 337 reads
ସେ ଝର କଲମ ଆଜିବି ସେମିତି ଅଛି, ସେ ଶିଶିବି ସେମିତି ଥୁଆ ହୋଇଛି , କିନ୍ତୁ ଲେଖିବାର ଅଭିପ୍ରାୟ ଆଉ ନାହିଁ, ସେ ପ୍ରିୟା ଆଉ କାହା ସିନ୍ଦୁର ମଥାରେ ନାଇଛି ।।
Others
ସ୍ୟାହି ଓ କାଗଜ
Sandhyarani dash · 1 min read · 224 reads
କଳ୍ପନା କୋଳରେ ଶବ ଲେଖିଲେ ଭାବନାରେ ଥାଏ ମଜା, ଜୀବନର ନିତି ରଚିବା ପାଇଁ କି ସ୍ୟାହି ଓ କାଗଜ ଖୋଜା।
Inspirational
ସ୍ୟାହୀ କାଗଜ ଆତ୍ମା
bebismita kar · 1 min read · 275 reads
ଫେରି ଆସି ତୁମ ଶୀତଳ ସମିରେ ଭରି ଦିଅ ପ୍ରତି କୋଣ କାଗଜ ଟୁକୁଡା ସାଜି ମୁଁ ଉଡିବି କିଛି ଦିନ କିଛି କ୍ଷଣ ଆତ୍ମା ସାଥେ ଆତ୍ମା ମିଶିଥିଲା ବୋଲି ସମର୍ପି ଥିଲି ନିଜକୁ ଏବେ ଚାହିଁଲେ କଣ ଫେରି ମୁଁ ପାରିବି ଅତୀତ ର ସେଇ ପୃଷ୍ଠାକୁ
Others
Loading…
Next page →