by bebismita kar ✓ · 13 Jun 2019
ଫେରି ଆସି ତୁମ ଶୀତଳ ସମିରେ ଭରି ଦିଅ ପ୍ରତି କୋଣ କାଗଜ ଟୁକୁଡା ସାଜି ମୁଁ ଉଡିବି କିଛି ଦିନ କିଛି କ୍ଷଣ ଆତ୍ମା ସାଥେ ଆତ୍ମା ମିଶିଥିଲା ବୋଲି ସମର୍ପି ଥିଲି ନିଜକୁ ଏବେ ଚାହିଁଲେ କଣ ଫେରି ମୁଁ ପାରିବି ଅତୀତ ର ସେଇ ପୃଷ୍ଠାକୁ
Loading comments…
Loading comments…