English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ୱର୍ଗପୁର
13 poems
କୋଟି ପ୍ରଣିପାତ ମୋର
Apalata Aruk · 1 min read · 781 reads
ସ୍ୱଦେଶକୁ ଯିଏ ଭାବି ସ୍ୱର୍ଗପୁର, ତା' ଲାଗି ଅର୍ପିଛି ସୁହାଗ ସିନ୍ଦୂର ଚିର ବନ୍ଦନୀୟା ସେ ବୀର ନାରୀକ
Others
ମୋ ଗାଆଁ : ମୋ ମାଆ
Debabrata Jena · 1 min read · 10.1K reads
ତା' ବିଲ ବଣ ସବୁଜ କ୍ଷେତ ଲାଗଇ କେତେ ଭଲ । ତା' ବଳିଦାନ ତ୍ୟାଗର ପରା ଦେବନି କେହି ମୂଲ ।।(୪) ତା' କୋଳେ ଖେଳି ବଡ଼ ହୋଇଛି ମୁହିଁ ଯେ ବର୍ଷ ବର୍ଷ ।
Others
ମାଆ'ର ମମତା
Sadananda Sahoo · 1 min read · 501 reads
ମାଆ ଚିହ୍ନେ ପେଟ ଏ ନିରାଟ ସତ୍ୟ ବାହାନା ସେ'ଶୁଣେ ନାହିଁ ଅନ୍ନର ପସରା ମାଆ ଦିଏ ପରା ଉପଵାସେ ଥାଏ ରହି । ଜନ୍ମ ଜନ୍ମାନ୍ତର ମାଆର ଆଦର ପାରିବନି ସୁଜି ଋଣ ଏ ସୃଷ୍ଟିର ମହକ ମାଆର କୁହୁକ ସ୍ନେହର ଅଙ୍କୁର ଜାଣ ।
Inspirational
ଆହେ ଚକ୍ରଧର
Kalpana Ray · 1 min read · 117 reads
ଆହେ ବେଣୁପାଣି ରଖ ମୋ ଦାୟିନୀ ମାଗୁ ନାହିଁ ମୁହିଁ ତୁମକୁ ଚାନ୍ଦ ତୁମେ କଳାକେକୀ କଥା ରଖିବ କି ତୋଷିବି କି ପ୍ରଭୁ ଦେଇ ମକରନ୍ଦ
Classics
ଜନମ ଜନମର ସାଥୀ
Monalisa priyadarsini Nanda · 1 min read · 90 reads
ମା ବଦଳେ ଶାଶୁ ଭଉଣୀ ପରି ନଣଦ ଦିଅରକୁ ଭାଇ ବୋଲି ମଣିବି ଏକତାରଜ୍ଜୁରେ ସଭିଙ୍କୁ ବାନ୍ଧି ସ୍ୱର୍ଗପୁର ପରି ଗଢିତୋଳିବି ।
Others
ଦୁହିତା
Suresh chandra Padhy · 1 min read · 135 reads
ତୋ ପିତା ଘର ସଂସ୍କାରକୁ ସାଥିରେ ନେବୁ କେତେ ଦୁଃଖ ଆସିଲେ ଭାଙ୍ଗି ପଡ଼ିବୁ ନାହିଁ ପତୀ ସେବା କରିବୁ ତୁ ତାଙ୍କ ନିଜର ହୋଇ
Others
Loading…
Next page →