by Sadananda Sahoo ✓ · 11 Aug 2019
ମାଆ ଚିହ୍ନେ ପେଟ ଏ ନିରାଟ ସତ୍ୟ ବାହାନା ସେ'ଶୁଣେ ନାହିଁ ଅନ୍ନର ପସରା ମାଆ ଦିଏ ପରା ଉପଵାସେ ଥାଏ ରହି । ଜନ୍ମ ଜନ୍ମାନ୍ତର ମାଆର ଆଦର ପାରିବନି ସୁଜି ଋଣ ଏ ସୃଷ୍ଟିର ମହକ ମାଆର କୁହୁକ ସ୍ନେହର ଅଙ୍କୁର ଜାଣ ।
Loading comments…
Comments
Loading comments…