StoryMirror - Read, Write, Share & Repeat- ସାରାଂଶDebadatta Jena · 1 min read · 101 readsମୋ ଦୁର୍ବାର,ଦୁର୍ବୋଧ୍ୟ,
ଲାଗେ ଅବୋଧ୍ୟ,ଅସାଧ୍ୟ,
ତଥାପି ମନରେ ଈପ୍ସା,
ତୁ ମୋର ଇପ୍ସିତ,
ନାହିଁ ସାଧ୍ୟ,ନାହିଁ ବି ସାଧନ,
ତଥାପି କଳ୍ପିତ ମୁଁ,କାରଣ..
ତୁ ସ୍ୱୟଂମ୍ଭୁ,ମୁଁ ସ୍ଵକୀୟ
ଅମୀମାଂସିତ ପରା
ତୋ ବିନା..!Romance
- ଚନ୍ଦ୍ରମା ତୁମେ..Debadatta Jena · 1 min read · 227 readsତୁମେ କଳାରେ କଳାରେ କ୍ଷୟଲବ୍ଧl,
ତୁମେ କଳାରେ କଳାରେ ପୂର୍ଣ୍ଣ ସୁଧା,
ତୁମେ ସଂପୂର୍ଣ୍ଣ ସ୍ୱୟଂପୂର୍ଣ୍ଣ ସୂର୍ଯ୍ୟ ସମା
ତୁମେ ଚନ୍ଦ୍ର କଳା ସ୍ୱୟଂ ଚନ୍ଦ୍ରସ୍ନାତା,
ସେହି କଳା ପାନେ ପୃଥ୍ଵୀ ଆତ୍ମହରା,Romance