by Debadatta Jena ✓ · 18 Apr 2021
ମୋ ଦୁର୍ବାର,ଦୁର୍ବୋଧ୍ୟ, ଲାଗେ ଅବୋଧ୍ୟ,ଅସାଧ୍ୟ, ତଥାପି ମନରେ ଈପ୍ସା, ତୁ ମୋର ଇପ୍ସିତ, ନାହିଁ ସାଧ୍ୟ,ନାହିଁ ବି ସାଧନ, ତଥାପି କଳ୍ପିତ ମୁଁ,କାରଣ.. ତୁ ସ୍ୱୟଂମ୍ଭୁ,ମୁଁ ସ୍ଵକୀୟ ଅମୀମାଂସିତ ପରା ତୋ ବିନା..!
Loading comments…
Loading comments…