StoryMirror - Read, Write, Share & Repeat- ହକ୍Binaya Bhusan Panigrahi · 1 min read · 6.9K readsନା ହଳ ଛାଡ଼ିବି ନା ହକ୍ ଛାଡ଼ିଦେବି ,
ହଳୁଆର ହକ୍ ପାଇଁ ଲଢ଼େଇ ଲଢ଼ିବି ,
ହଲପ କରି କହିବି, "ମୁଁ ବି ହକଦାର
ଜୀବନ ଜୀଇଁବା ପାଇଁ ନିଜସ୍ଵ ଶୈଳୀରେInspirational
- ଆଜିର ହୋଲିGouranga Patel · 1 min read · 166 readsଆଜିର ହୋଲିOthers
- ପ୍ରତିବାଦ୍Pinku Ranbida · 1 min read · 204 readsନିଜର୍ ଦମେ ,ନିଜେ ଠିଆ ହେବୁ
ମାନ୍ ଅପମାନ୍ ସହି,
ଯେନ୍ ଠାନେ ଦେଖବୁ ଅସତ୍ ରାସ୍ତା
ସେଠାନେ ଯିବୁ ରହି ।
ହେଉ ଥାଉ ସେ ଯେତେ ମହାନ୍
ପାରୁ ପର୍ଯ୍ୟନ୍ତ ଲଢୁଥିବୁ ,
ସତ୍ ରାସ୍ତା କେ ଦେଖାବାର୍ ଲାଗି
ପ୍ରତିବାଦ୍ କରୁଥିବୁ ।Inspirational
- ହକ୍Debadatta Jena · 1 min read · 205 readsଥକି ଗଲେ କେବେ,
ଧରି ନେବି ହାତ,
ରୁକି ଗଲେ କେବେ,
ଛାଡିଵିନି ହାତ,Abstract