by Pinku Ranbida ✓ · 20 Nov 2020
ନିଜର୍ ଦମେ ,ନିଜେ ଠିଆ ହେବୁ ମାନ୍ ଅପମାନ୍ ସହି, ଯେନ୍ ଠାନେ ଦେଖବୁ ଅସତ୍ ରାସ୍ତା ସେଠାନେ ଯିବୁ ରହି । ହେଉ ଥାଉ ସେ ଯେତେ ମହାନ୍ ପାରୁ ପର୍ଯ୍ୟନ୍ତ ଲଢୁଥିବୁ , ସତ୍ ରାସ୍ତା କେ ଦେଖାବାର୍ ଲାଗି ପ୍ରତିବାଦ୍ କରୁଥିବୁ ।
Loading comments…
Loading comments…