StoryMirror - Read, Write, Share & Repeat- କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଜ)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 139 readsଜଣ କେତେ ବ୍ରଜଶିଶୁ ଥିଲେ ନିଜ,ପୁରୁଁ ଆସିଥିଲି ଖେଳାଇ ସମଜ,
ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର
ଜାତିକୁରୁବିନ୍ଦ ବାତାୟନବୃନ୍ଦ, ଅନାଇ ମୁଁ ଚାଲୁଥିଲି ମନ୍ଦ ମନ୍ଦ ,
ଜଙ୍ଗମ ହେବାର ଜମ୍ବୁନହସାର ଶିରୀ ସ୍ପୁରିଲା ସେ କି ପ୍ରକାର
ଜୀବନଦ ନୀଳଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସ ବିଲୋଳ,
ଜାତକଲା ଗର ଜର ଜର ଶର-ନିକର ବରଷା ଖରତରClassics
- ଚଉପଦୀ (94)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 278 readsଛଇଳୀ ଥିବ କି ମନେ, ଧଇଲି କର ନଘେନିଲୁ ଦିନେ ରେ,
ରହିଲି ମୁଁ ଅଭିମାନେ ମୋ ଧନ ରେClassics
- ଚଉପଦୀ (152)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 114 reads`ହରିଚନ୍ଦନ’ ବିନୟ ଘେନ;
ଘେନି ନଚାଅ ଚିଲ୍ଲି - କେକି ରେ ! (Classics
- ଚଉପଦୀ (155)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 244 readsତୋହର ତମାଳ କିଶଳୟ କେଶାଟି ରେ (2)
ମନା ନକର ସୁନୟନା ସଦୟ ରସ ଅନାଉଣି କିClassics
- ଚଉପଦୀ (164)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 199 readsଝିଙ୍କାରୀ ଝଙ୍କାରପରି ଶୁଭୁଥିଲା ରତନଯୁତ କିଙ୍କଣୀ,
କନକ କହଳୀଦଳେ ଖେଳୁଥିଲା କି ରଙ୍ଗେ କାଳୀନାଗୁଣୀ ରେClassics
- ଚଉପଦୀ (129)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 111 readsସତ୍ୟ କହେ ଶିରୀଜଗଦ୍ଦେବ ହରିଚନ୍ଦନ ମହେନ୍ଦ୍ର ନବକିଶୋରୀ ରେ,
ତୋ ପ୍ରଣୟ ହୃଦେ ଘେନି ମହା ମୋଦେ ଦୁଃଖ ମୁଖେ ମୁଁ ଲଗାଇ କାଳି ।Classics
Loading…