Loading…
ଜଣ କେତେ ବ୍ରଜଶିଶୁ ଥିଲେ ନିଜ,ପୁରୁଁ ଆସିଥିଲି ଖେଳାଇ ସମଜ, ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର ଜାତିକୁରୁବିନ୍ଦ ବାତାୟନବୃନ୍ଦ, ଅନାଇ ମୁଁ ଚାଲୁଥିଲି ମନ୍ଦ ମନ୍ଦ , ଜଙ୍ଗମ ହେବାର ଜମ୍ବୁନହସାର ଶିରୀ ସ୍ପୁରିଲା ସେ କି ପ୍ରକାର ଜୀବନଦ ନୀଳଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସ ବିଲୋଳ, ଜାତକଲା ଗର ଜର ଜର ଶର-ନିକର ବରଷା ଖରତର
Comments
Loading comments…