Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ହାତର
5 poems
ଅଢ଼େଇ ହାତର ଭୂମି
ଅଢ଼େଇ ହାତର ଭୂମି
Pramod Pradhan · 1 min read · 19.4K reads
ଉଠ କଙ୍କାଳ, ଜାଗ କଙ୍କାଳ ଆଉ ରକ୍ତ ନଯାଉରେ ଥମି, କ୍ରାନ୍ତିର ଦିହୁଡ଼ି-ତଳେ କମ୍ପିଉଠେ ଅଢ଼େଇ ହାତର ଭୂମି !
Others
ହାତେ ହାତ ଛନ୍ଦି
Pratima Panda · 1 min read · 11.3K reads
ଭେଦଭାବ ଭୁଲି ଭୟଶୂନ୍ୟ ହୋଇ ହାତେ ହାତ ଛନ୍ଦି କର୍ତ୍ତବ୍ଯ ପଥରେ ଅଗ୍ରସର ହେଲେ ଅସାଧ୍ୟ ନୋହିବ କିଛି
Inspirational
ଏ ଦୁର୍ଦ୍ଦିନରେ ଆମେ ଏକାଠି ଅଛୁ
Narayan chandra Senapati · 1 min read · 157 reads
କଥାରେ ଅଛି,ଏଇ ହାତରେ ଅମୃତ, ଏଇ ହାତରେ ବିଷ ଦୁର୍ବୁତ୍ତର ଧଳା ହାତ ରଚେ ଶ୍ମଶାନ ଆଉ ମାନବିକତାର ହାତ ଦିଏ ଦିବ୍ୟତାର ଚୁମ୍ବନ କେବେବା ଏଇ ହାତ ରଖେ ଶତଶତ ପ୍ରାଣୀର ଜୀବନ ଆଉ କେବେ ନିଏ ଅସଂଖ୍ୟ ଅମୁଲ୍ୟ ପ୍ରାଣ ।
Others
ଅଦୃଶ୍ୟ
Upendra Mahala · 1 min read · 200 reads
ମୁଁ ତ କେବେ ଡରି ନ ଥିଲି ଝଡକୁ ତଳେ ପଡି ଭାଙ୍ଗି ଦେଇଥିଲି ହାତ ତୁମେ କାନ୍ଦିଥିଲ, ଅବୁଝା ପଣ ନେଇ ।
Romance
ହିସାବ ରହୁଛି ବାକି
DILIP KUMAR SAHOO · 1 min read · 267 reads
ଏ ହାତର ପାପ ସେ ହାତ ନେବନି ଲାଗିଗଲେ ଦାଗ ଆଉ ଛାଡିବନି
Classics