Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ହାତୀ-ଉଈ
31 poems
ଓଲଟ ପାଲଟ
KRUTIBAS NAYAK · 1 min read · 112 reads
ବରଫଳର ବକଟେ ମଞ୍ଜି ମଣିଷ ଖାଏ ନାହିଁ, ଲଙ୍କା ଆମ୍ବର ବିରାଟ ମଞ୍ଜି ସୁଆଦେ ଭରା ସେହି | ଛୋଟ ସାପର ବିଷ ଅଧିକ ଅଜଗରର ନାହିଁ, ହାତୀ ଖାଉଛି ଡାଳ ପତର କାଠ ଖାଉଛି ଉଈ |
Inspirational
ତମେ କିଛି ବି କରି ପାରିବ
Ajaya Mahala · 1 min read · 467 reads
କାହାପାଇଁ ପକେଟରେ ଏ ରେଷ୍ଟୁରାଣ୍ଟ ବିଲ କାହାପାଇଁ ଏତେ ଦାମୀ ଶାଢ଼ୀ ? ସ୍ୱପ୍ନରେ ଭାବି ନ ଥିଲି କେବେ ଏତେ ତଳକୁ ଖସି ପାରିବ ତୁମେ
Others
ଉଈ
Suryamani Majhi · 1 min read · 213 reads
ଦଶହରା ବେଳେ ଲୋଡ଼ା ହୁଙ୍କା ମାଟି ମିଶିଛି ତା ଲାଳ ଯହିଁ ଜଗତ ଜନନୀ ମୂର୍ତ୍ତି ପୂଜା କାଳେ ନିଜକୁ ଶ୍ରେଷ୍ଠ ଭାବଇ ୲
Others
ଦୋଷ ଭାଇ କାହାର
Sudhanjali Mishra · 1 min read · 279 reads
ମାଆ,ଛୁଆହାତୀଙ୍କ କରୁଣ ଦୃଶ୍ୟ ଦେଖି ବୋହିଗଲା ଅଶ୍ରୁଧାର ଖୋଳା ଚାଲିଥାଏ କ୍ରେନ୍ ସାହାଯ୍ୟରେ ଭିଡ଼ ଜମିଥାଏ ଜନତାର
Others
ହାତୀ
Akshayakumar Dash · 1 min read · 138 reads
ଚେତକ ମୁଖ ହାତୀର ଶୁଣ୍ଢ ଦିଶିଲା ଛୁଆ ହାତୀ ମୋଗଲ ରାଜାଙ୍କର ସେ ଗଜ ଲଢ଼ିଲା ନାହିଁ ମାତି ।
Others
ମମତାର ରୂପରେଖ
Prasanna Kumar Madala · 1 min read · 114 reads
ନିର୍ବାକ ପଶୁର ଭଲଗୁଣ ଯେତେ ଶିଖେନି ମଣିଷ ମୂଢ ଶୃଙ୍ଖଳିତ ପ୍ରତି ପରିବାର ଦ୍ଵାରା ସମାଜ ହୁଅନ୍ତା ଦୃଢ ।
Inspirational
Loading…
Next page →