by KRUTIBAS NAYAK ✓ · 21 Nov 2020
ବରଫଳର ବକଟେ ମଞ୍ଜି ମଣିଷ ଖାଏ ନାହିଁ, ଲଙ୍କା ଆମ୍ବର ବିରାଟ ମଞ୍ଜି ସୁଆଦେ ଭରା ସେହି | ଛୋଟ ସାପର ବିଷ ଅଧିକ ଅଜଗରର ନାହିଁ, ହାତୀ ଖାଉଛି ଡାଳ ପତର କାଠ ଖାଉଛି ଉଈ |
Loading comments…
Loading comments…