Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ହେମାଳ
6 poems
ହେମନ୍ତ ରାତି
Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର) · 1 min read · 175 reads
ରାତି ପାହା ପାହା ବେଳ ଏବେ ଲାଗେ ହେମାଳ ହେମାଳ,
Abstract
ଝରେ ଶ୍ରାବଣ
Panchanan Jena · 1 min read · 22 reads
ଧନୁର ଛଟା ବରଷା କଟା ଖରା ଛାଇର ଖେଳ ବରଷା ରାଣୀ ଖୁସି ଗଉଣୀ ବୁଝି ପାରୁନି ମେଳ । ହଲି ଦୋହଲି ପତ୍ରଟା ମେଲି କାଚି ହେଉଛି ବର୍ଷା ବାଟ ଗୋହିରି ବାଡ଼ି କିଆରୀ ବିଲକୁ ଚାଲେ ଚଷା !
Tragedy
ମାଟିଘର
DILIP KUMAR SAHOO · 1 min read · 245 reads
କାର୍ତ୍ତିକ ମାସରେ ଘର ଅଗଣାରେ ଅପା ମୋ ମୁରୁଜ ପାରେ ଧରମ ମାସରେ ମାଟିଘରେ ଆମ ଭକତିର ମଧୁ ଝରେ ।
Children
ଦେଶ ପ୍ରେମୀ
DILIP KUMAR SAHOO · 1 min read · 148 reads
ବରଫ ଶେଯରେ ବିତିଯାଏ ତୁମ କେତେ ଯେ ବିନିଦ୍ର ହେମାଳ ରାତି ମରୁରେ ମରୁରେ ବିଷମ ଗ୍ରୀଷମ ଝଡ ଝଞ୍ଜାକୁ ତ ନଥାଏ ଭୀତି ଦୂରୁଗମ ପଥେ ତୁମେ ଚାଲୁଥାଅ ଆମେ ଯାଉ ସୁଖ ସପନେ ହଜି
Inspirational
ପରଶ
DILIP KUMAR SAHOO · 1 min read · 423 reads
ବାରମାସ ଛଅ ଋତୁର ପରଶ ସବୁବେଳେ ଲାଗେ ନୂଆ ରାତି ପାହିଗଲେ ନୂଆ ଦିନ ଆସେ ଦେଖାଏରେ ନୂଆ ରାହା
Children
ଭାବି ନେବା ଆମ କାମଟି ଏହି
Sachidananda Kar · 1 min read · 398 reads
ତଟିନୀ କହିନି ନେଏ ଟାଣି ହେଲେ ସୁଅଟି ନେଉଛି ପାଣିକି ଟାଣି ହେମାଳ କହିନି ଦିଅ ଆଣି ହେଲେ ଉତ୍ତରା ବାଆଟି ଦେଉଛି ଆଣି ।।
Inspirational